ବାଛୁରୀ
ଦେଖଣା
ବାଛୁରୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବତ୍ସତରୀ)
[ସମ୍ପାଦନା]ଗୋବତ୍ସ — Calf.
ଦୁଧ ପିଇ ବାଛୁରୀ ଯେବେ ପହ୍ନାଛାଡ଼େ— କୃଷ୍ଣସିଂହ, ମହାଭାରତ ଆଦି
[ଦ୍ରଷ୍ଟବ୍ୟ —ସଂସ୍କୃତରେ ଅଣ୍ଡିରା ବାଛୁରିକୁ 'ବତ୍ସତର' ଓ ମାଈ ବାଛୁରୀକୁ ବତ୍ସତରୀ ବୋଲାଯାଏ; କିନ୍ତୁ ଓଡ଼ିଆ ଭାଷାରେ 'ବାଛୁରୀ' ଶବ୍ଦ ଉଭୟ ଲିଙ୍ଗରେ ବ୍ୟବହୃତ ହୁଏ]