ବାଜ
ଦେଖଣା
ବାଜ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. (ଆରବୀ - ବାଜ୍; ସଂସ୍କୃତ - ଶ୍ୟେନ)—ପ୍ରସହବର୍ଗର ଦିବାଚର ଶିକାରୀ ପକ୍ଷିବିଶେଷ; ଛଞ୍ଚାଣ —୧. Hawk.
[ଦ୍ରଷ୍ଟବ୍ୟ —ଏମାନେ ଛୋଟ ଓ ବଡ଼ ନାନା ଶ୍ରେଣୀର ଅଛନ୍ତି ଏମାନେ ଅନ୍ୟାନ୍ୟ ଛୋଟ ପକ୍ଷୀଙ୍କୁ ମାରି ଖାଆନ୍ତି]
- ୨. (ଆରବୀ - ବାଜ୍=ଡେଣା)—ପକ୍ଷୀର ଡେଣା — ୨. Wings of a bird.
ବାଜ ପଲ୍ଲବିଳା ତାର, ବିକ୍ଳେଶେ ଛୁଉଁ ସେ ନୀର ଭଞ୍ଜ, ବୈଦେହୀଶ ବିଳାସ
ଅନୁବାଦ
[ସମ୍ପାଦନା]- ୩. (ଫାରାସୀ - ବାଜ=ବାହୁ)—ବାଜୁବନ୍ଧ — ୩. An ornament for the arm.
ସଂସ୍କୃତ - ବିଶେଷ୍ୟ - (ବଜ ଧାତୁ=ଗତି କରିବା+ଭାବ. ଅ)
[ସମ୍ପାଦନା]- ୧. ଗମନ; ଗତି —୧. Movement; motion.
- ୨. ଘୃତ; ଘିଅ —୨. Ghee.
(ବାଜି—ଅନ୍ୟରୂପ)
(ବାଜିଆ—ଅନାଦରାର୍ଥକରୂପ)
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]ସତ୍ୟବାଦୀ, ବ୍ରଜବନ୍ଧୁ ନାମକ ବ୍ୟକ୍ତିର ଆଦରାର୍ଥକ ଡାକନାମ —A name for calling a person named Satyabādī or Brajabandhu in fondness.