ବାଜଣା
ଦେଖଣା
ବାଜଣା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାଦନ)
[ସମ୍ପାଦନା]- ୧. ବାଦ୍ୟଧ୍ୱନି —୧. Sound of music.
- ୨. ବାଦନ; ବାଜାବଜାଇବା — ୨. Playing on music.
ଅନ୍ଧକୁ ନେତ୍ର ମିଳିବାରୁ ହୋଇଛି ଯଶଡିଣ୍ଡମ ବାଜଣା କବିସୂର୍ଯ୍ୟ, କବିତାକଲ୍ଲୋଳ
- ୩. ବାଦ୍ୟଯନ୍ତ୍ର; ବାଜା —୩. Musical instrument.
ନାନାଜାତି ବୀର ବାଜଣା ବଜାଇଲେ କୃଷ୍ଣସିଂହ, ମହାଭାରତ ସଭା