Jump to content

ବାଜଣୀ

ଉଇକିଅଭିଧାନ‌ରୁ

ବାଜଣୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାଦ୍ୟ; ପାଦମଞ୍ଜୀର)

[ସମ୍ପାଦନା]
୧. ନୁପୁର; ଘୁଙ୍ଗୁର; ଘୁଙ୍ଗୁରଲଗା ବଳା —୧. Tinkling anklet.
୨. ବଜାଇବାର ଶବ୍ଦ —୨. Tinkling sound.

(ଯଥା—ଏ ଟଙ୍କାର ବାଜଣୀ କମ୍ ଅଛି)

ଦେଶଜ - ବିଶେଷଣ -

[ସମ୍ପାଦନା]

ଶବ୍ଦକାରୀ —Making a sound; tinkling.

ବାଜିଣୀ ନୂପୁର ବାଜେ ଚରଣ ତଳେ ବିଶ୍ୱନାଥ, ବିଚିତ୍ରରାମାୟଣ