ବାଜରା
ଦେଖଣା
ବାଜରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଜ୍ରା; ବର୍ଜରୀ)
[ସମ୍ପାଦନା]- ୧. ମକ୍କା ଜାତୀୟ କୃଷିଜାତ ଶସ୍ୟବିଶେଷ — ୧. Bulrush millet; Pennisetum Typhoidium.
[ଦ୍ରଷ୍ଟବ୍ୟ —ଏ ଗଛ ୫୬: ହାତ ଉଚ୍ଚ ହୁଏ; ଏ ଗଛ ବାଲିଆ ଓ ଢିପ ଜମିରେ ହୁଏ ଏହା ଦେଖିବାକୁ ଆଖୁଗଛ ପରି ଏ ଗଛରେ ଗୁଚ୍ଛ ଗୁଚ୍ଛ ହୋଇ ଶସ୍ୟ ଫଳେ ପଶ୍ଚିମରେ ସାଧାରଣ ଲୋକେ ଏ ଶସ୍ୟକୁ ମଇଦା କରି ଖାଆନ୍ତି ଏହାକୁ ଭାଜିଲେ ଖୁବ ବଡ଼ ବଡ଼ ଲିଆ ହୁଏ ଏଥିର କ୍ଷେତ୍ରରେ ଖତ ଦେବା ବା ପାଣି ମଡ଼ାଇବା ଆବଶ୍ୟକ ହୁଏ ନାହିଁ]