ବାଜରା

ଉଇକିଅଭିଧାନ‌ରୁ

ବାଜରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଜ୍ରା; ବର୍ଜରୀ)[ସମ୍ପାଦନା]

୧. ମକ୍କା ଜାତୀୟ କୃଷିଜାତ ଶସ୍ୟବିଶେଷ — ୧. Bulrush millet; Pennisetum Typhoidium.

[ଦ୍ରଷ୍ଟବ୍ୟ —ଏ ଗଛ ୫୬: ହାତ ଉଚ୍ଚ ହୁଏ; ଏ ଗଛ ବାଲିଆ ଓ ଢିପ ଜମିରେ ହୁଏ ଏହା ଦେଖିବାକୁ ଆଖୁଗଛ ପରି ଏ ଗଛରେ ଗୁଚ୍ଛ ଗୁଚ୍ଛ ହୋଇ ଶସ୍ୟ ଫଳେ ପଶ୍ଚିମରେ ସାଧାରଣ ଲୋକେ ଏ ଶସ୍ୟକୁ ମଇଦା କରି ଖାଆନ୍ତି ଏହାକୁ ଭାଜିଲେ ଖୁବ ବଡ଼ ବଡ଼ ଲିଆ ହୁଏ ଏଥିର କ୍ଷେତ୍ରରେ ଖତ ଦେବା ବା ପାଣି ମଡ଼ାଇବା ଆବଶ୍ୟକ ହୁଏ ନାହିଁ]