ବାଜିକର
ଦେଖଣା
ବାଜିକର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ବାଜୀଗର୍)
[ସମ୍ପାଦନା]- ୧. ଐନ୍ଦ୍ରଜାଲିକ; କୁହୁକିଆ; ଜାଦୁକର — ୧. Magician.
କଣ୍ଟକ କାନନ ପୁଷ୍ପ ଉପବନ କଲା ପ୍ରେମ—ବାଜିଗର ରାଧାନାଥ, ଯଯାତି
- ୨. ଯେଉଁ ବ୍ୟକ୍ତି ନାନା ପ୍ରକାର ଐନ୍ଦ୍ରଜାଲିକ ଓ ଚାତୁର୍ଯ୍ୟମୟ କ୍ରୀଡ଼ା ଓ ଦୃଶ୍ୟ ଦେଖାଏ —୨. A person who exhibits magical and other wonderful performances.