Jump to content

ବାଜିଗର

ଉଇକିଅଭିଧାନ‌ରୁ

ବାଜିଗର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବାଜୀଗର୍)

[ସମ୍ପାଦନା]
୧. ଐନ୍ଦ୍ରଜାଲିକ; କୁହୁକିଆ; ଜାଦୁକର — ୧. Magician.


କଣ୍ଟକ କାନନ ପୁଷ୍ପ ଉପବନ କଲା ପ୍ରେମ—ବାଜିଗର ରାଧାନାଥ, ଯଯାତି

୨. ଯେଉଁ ବ୍ୟକ୍ତି ନାନା ପ୍ରକାର ଐନ୍ଦ୍ରଜାଲିକ ଓ ଚାତୁର୍ଯ୍ୟମୟ କ୍ରୀଡ଼ା ଓ ଦୃଶ୍ୟ ଦେଖାଏ —୨. A person who exhibits magical and other wonderful performances.