ବାଜିଗିରି
=== ବୈଦେଶିକ - ବିଶେଷ୍ୟ - (ଫା)
ବାଜିକରର କାର୍ଯ୍ୟ ବା ପେଶା — The act or profession or performance of a magician.
କୁହୁକ ଦେଖାଇବା ସମ୍ୱନ୍ଧୀୟ —Pertaining to the exhibition of magical feats.
(ଯଥା—ବାଜିଗରି ତାମସା)