ବାଜି ମାରିବା
ଦେଖଣା
ବାଜି ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବିଷୟରେ ପଣ ରଖିବା — ୧. To lay a wager; to bet.
- ୨. କୌଣସି ବିଷୟରେ ଜୟଲାଭ କରି ପଣକୁ ପାଇବା —୨. To win a bet.
- ୩. କୃତକାର୍ଯ୍ୟ ହେବା —୩. To be successful in a competition.
ବାଜି ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପଣ ରଖି ଖେଳିବା ବା ଅନ୍ୟ କିଛି କାର୍ଯ୍ୟ କରିବା
- ୨. ଖେଳରେ ବା ଅନ୍ୟ କୌଣସି କାର୍ଯ୍ୟରେ ପଣ ରଖା ଯାଇଥିବା ପଦାର୍ଥକୁ ଜିତି କରି ଆଣିବା
- ୩. ଜିତିବା, ଜୟଲାଭ କରିବା