ବାଜୀ
ଦେଖଣା
ବାଜୀ
ଉଚ୍ଚାରଣ
[ସମ୍ପାଦନା](ବାଜିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ବଜ୍ ଧାତୁ=ଗତିକରିବା+ଅ=ବାଜ=ଗମନ; ବାଜ+ଅସ୍ଥି ଅର୍ଥରେ ଇନ୍=ବାଜିନ୍, ୧ମା ୧ବ)
[ସମ୍ପାଦନା]- ୧. ଅଶ୍ୱ; ଘୋଡା —୧. Horse.
- ୨. ଶର; ବାଣ —୨. Arrow.
- ୩. ଗ୍ରହ —୩. Planet.
- ୪. ପକ୍ଷୀ —୪. Bird.
- ୫. ବାସକ (ଗଛ) (ହିନ୍ଦୀ - ଶ.) — ୫. Bāsaka (tree) (See).
- ୬. ଛିଣ୍ଡି ଯାଇଥିବା ଦୁଧର ପାଣି; ଛେନାପାଣି (ହିନ୍ଦୀ - ଶ.) —୬. Whey.
(ବୈଦ୍ୟକ ମତରେ ଏହା ରୁଚିକର ଓ ତୃଷ୍ଣା, ଦାହ, ରକ୍ତପିତ୍ତ ଓ ଜ୍ୱରର ନାଶକ— ହିନ୍ଦୀ - ଶ.) ===
- ୭. ହବିଃ (ହିନ୍ଦୀ - ଶ.); ଘୃତ — ୭. Ghee.