ବାଜୁ
ଦେଖଣା
ବାଜୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ବାଜୁ=ବାହୁ; ପାର୍ଶ୍ୱ)
[ସମ୍ପାଦନା]- ୧. ପାର୍ଶ୍ୱଦେଶ —୧. Side.
- ୨. ଚଉକାଠର ଦୁଇପାଖର ଦଣ୍ଡ — ୨. The long side-pieces of wood of a door frame.
- ୩. ବାଜୁବନ୍ଧ; ବାହୁଟି — ୩. An ornament for the arm.
ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -
[ସମ୍ପାଦନା]ଖଟର ଦଣ୍ଡା; ଖଟର ଚଉକାଠର ଲମ୍ୱ କାଠଦ୍ୱୟ —The long side-pieces of a bedstead-frame