Jump to content

ବାଜୁବନ୍ଦ

ଉଇକିଅଭିଧାନ‌ରୁ

ବାଜୁବନ୍ଦ

ଉଚ୍ଚାରଣ

[ସମ୍ପାଦନା]

[ବାଜ(ଜୁ), ବାଜବନ୍ଧ—ଅନ୍ୟରୂପ]

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବାଜୁ=ବାହୁ; ତୁଳ. ସଂସ୍କୃତ - ଭୁଜ; ଫାରାସୀ - ବାଜୁବନ୍ଦ)

[ସମ୍ପାଦନା]
୧. ବାହୁର ଅଳଙ୍କାର ବିଶେଷ; ଭୁଜବଳୟ —୧. An arm plate; a broad ornament for the arm.

କରେ ଚୁଡି, ବାହୁ ଯୁଗେ ବାଜବନ୍ଧ—ରାଧାନାଥ, ଯଯାତି

୨. ସ୍ତ୍ରୀଲୋକଙ୍କ ବାହୁରେ ବାଜୁବନ୍ଧ ଆକାରରେ କୁଟା ହୋଇଥିବା ଚିତା ବା ଚିତ୍ର —୨. A painting resembling an armplate, tattooed on the arms of females.