ବାଜେ ଆଦାୟ
ଦେଖଣା
ବାଜେ ଆଦାୟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଜେ ଆଦାୟ
|
(ବାଜେ ଆୟ, ବାଜେ ଜମା; ବାଜେ ଆମଦାନି—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ବାଜ+ଅଦା)
[ସମ୍ପାଦନା]ଜମିଦାରିଆଦିର ନିର୍ଦ୍ଧିଷ୍ଟ ଆୟ ଛଡ଼ା ଅନ୍ୟ ପ୍ରକାର ଅସ୍ଥାୟୀ ଆୟ — Miscellaneous receipts.