Jump to content

ବାଜେ ଘର

ଉଇକିଅଭିଧାନ‌ରୁ

ବାଜେ ଘର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫାରାସୀ - ବାଜ୍+ସଂସ୍କୃତ - ଘର)

[ସମ୍ପାଦନା]
୧. ଗୃହସ୍ୱାମୀଙ୍କ ବ୍ୟବହାରରେ ଲାଗିବା ଘର ଛଡା ଅନ୍ୟ ଘର, ଅସଲ ଘରର ବାହାରେ (କିନ୍ତୁ ଏକ ହତା ମଧ୍ୟରେ) ଥିବା ଘର) — ୧. Out-houses.
୨. ଅନ୍ତଃପୁରର ବହିଃସ୍ଥ ଗୃହ —୨. The outer apartments of a house.