ବାଜେ ଜମା
ଦେଖଣା
ବାଜେ ଜମା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଜମିଦାର ଓ ମହାଜନି ସିରସ୍ତା) (ଫାରାସୀ - ବାଜ+ଜମା)
[ସମ୍ପାଦନା]- ୧. ଜମିଦାରଙ୍କ ପ୍ରାପ୍ୟ ରାଜସ୍ୱ ଛଡା ଅନ୍ୟ ଜମା; ଦଫାଏତ ଜମା — ୧. Receipts other than rent.
- ୨. ଅନିର୍ଦ୍ଦିଷ୍ଟ ବା ଅନିୟମିତ ଜମା —୨. Miscellaneous or irregular realis-ations.
- ୩. ସାମାନ୍ୟ ବା ଛୋଟ ଛୋଟ ଆୟ — ୩. Petty realisations or receipts.