Jump to content

ବାଜେ ଲୋକ

ଉଇକିଅଭିଧାନ‌ରୁ

ବାଜେ ଲୋକ

ଉଚ୍ଚାରଣ

[ସମ୍ପାଦନା]

ବାଜେ ମନୁଷ୍ୟବାଜେ ମଣ(ଣି, ନି)ଷଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫାରାସୀ - ବାଜ+ସଂସ୍କୃତ - ଲୋକ)

[ସମ୍ପାଦନା]
୧. ଇତର ଲୋକ — ୧. Common or vulgar people.
୨. ସାଧାରଣ ଲୋକ —୨. The mass; the mob.
୩. ଅଧିକା ବା ଅତିରିକ୍ତ ଲୋକ — ୩. Extra hand.
୪. ନିକମା ବ୍ୟକ୍ତି — ୪. A person who sits, idle; an unemployed person.
୫. ଆପଣାର ଗୋଷ୍ଠୀ ବା ଦଳ ବହିର୍ଭୁତ ବ୍ୟକ୍ତି; ଯେ ଆପଣାର ସ୍ୱଜନ ନୁହେଁ — ୫. An outsider.
୬. ଦେଖଣାହାରୀ — ୬. Sight-seer; spectator.
୭. କାର୍ଯ୍ୟରେ ନିଯୁକ୍ତ ବ୍ୟକ୍ତିଙ୍କ ଛଡ଼ା ଅନ୍ୟ ବ୍ୟକ୍ତି — ୭. Persons other than the retained or regular staff.