Jump to content

ବାଜ୍ଖଟ୍

ଉଇକିଅଭିଧାନ‌ରୁ

ବାଜ୍ଖଟ୍

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]
୧. ମୁର୍ଦାର ବୁହା ଖଟିଆ; କୋକେଇ —୧. A bamboo bedstead or stretcher for carrying a corpse.
୨. ସପ୍ତର୍ଷି— ମଣ୍ଡଳ (ତାରାପୁ଼ଞ୍ଜ) —୨. The Great Bear (group of stars).