Jump to content

ବାଜ୍ୟାଫ୍ତି

ଉଇକିଅଭିଧାନ‌ରୁ

ବାଜ୍ୟାଫ୍ତି

ଉଚ୍ଚାରଣ

[ସମ୍ପାଦନା]

(ବିପରୀତ—ବାହେଲ୍)

  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (କଚିରିଆ; ଫାରାସୀ - ବାଜେୟାପ୍ତ= ଫାରାସୀ - ବାଜ=ପୁନର୍ବାର+ଇୟାଫ୍ତ=ପ୍ରାପ୍ତ, ମିଳିତ)

[ସମ୍ପାଦନା]

ରାଜାଙ୍କରସ୍ୱାଧିକାରକୁ ଆନୀତ; ପୁନଃପ୍ରାପ୍ତି; ଅଧିକାରକୁ ଆନୀତ (ଭୂମି ଆଦି) — Resumed; brought to the direct control of the Government.

ବିଶେଷ୍ୟ -

[ସମ୍ପାଦନା]
୧. କୌଣସି ବ୍ୟକ୍ତିର ପୁର୍ବରୁ ରାଜସ୍ୱ ନ ଦେଇ ଭୋଗ କରୁଥିବା ଜମି ଯାହା କି ପୁନର୍ବାର ରାଜାଙ୍କ ଅଧିକାରକୁ ଆସେ ନା ଯହିଁରେ ରାଜା ପୁଣି କର ବସାନ୍ତି — ୧. Resumed revenue-free holding.
୨. ପ୍ରଜାର ଧନ ରାଜାଙ୍କ ହାତକୁ ଆସିବା —୨. Forfeiture of any property.
୩. ମାନେଜର ବା କର୍ମଚାରୀଙ୍କଦ୍ୱାରା କରା— ଯାଇଥିବା ଓ ହିସାବରେ ଲେଖା ଯାଇଥିବା ଖରଚର ନାମଞ୍ଜୁରୀ —୩. Rejection of an item of expenditure undergone and entered in the accounts by a manager or other responsible servant.

(ଯଥା—ସତ୍ୟବାଦି ମନ୍ଦିର କମିଟିର ମାନେଜରଙ୍କ ଦାଖଲି ଜମା ଖରଚ ମଧ୍ୟରୁ ମେମ୍ୱରମାନେ ବଜେଟ ବହିର୍ଭୁତ ଖରଚମାନ ବାଜ୍ୟାପ୍ତ କଲେ)