ବାଜ୍ୟାଫ୍ତି କରିବା
ଦେଖଣା
ବାଜ୍ୟାଫ୍ତି କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଜ୍ୟାଫ୍ତି କରିବା
|
ଦେଶଜ - କ୍ରିୟାପଦ - (କରିଚିଆ)
[ସମ୍ପାଦନା]- ୧. ନିଷ୍କର ଜମିରେ କର ବସାଇବା —୧. To resume a rent free holding.
- ୨. ପ୍ରଜାର ଜାଗିରିଜମିକୁ ଖାରଜ କରିବା — ୨. To resume or take khas possession of a service tenure.
- ୩. ନିମ୍ନସ୍ଥ କର୍ମଚାରୀ ବା ଗୁମାସ୍ତାଙ୍କ ହିସାବରେ ଚଢିଥିବା ଆଦେଶବହିର୍ଭୁତ ଖରଚକୁ ନାମଞ୍ଜୁର କରିବା — ୩. To reject an unauthorised item of expenditure entered in the account by a subordinate or agent.