ଦେଶଜ - ବିଶେଷ୍ୟ - (ବାଜ ପାରାକୁ ଆକ୍ରମଣ କରି ଖାଉଥିବାରୁ; ତୁଳ. ଅହିନକୁଳ)
[ସମ୍ପାଦନା]
- ୧. (ଲକ୍ଷଣାର୍ଥ) ଖାଦକ ଓ ଖାଦ୍ୟ ବସ୍ତୁ —୧. (implied meaning) The eater and the eaten.
- ୨. ପରସ୍ପରର ଚିର— ଶତ୍ରୁ —୨. Confirmed enemy of each other.
ରାଜା ପ୍ରଜା ଏବେ ହେଲେ ବାଜପାରା—ରାଧାନାଥ, ଦରବାର