Jump to content

ବାଞ୍ଚିଣି

ଉଇକିଅଭିଧାନ‌ରୁ

ବାଞ୍ଚିଣି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବିଞ୍ଚଣା (ଦେଖ) - —୧. Bin̄chaṇā (See)

[ ଉ—ବିଞ୍ଚଣି ବଞ୍ଚଇ ସଧୀର ଯଶୋବନ୍ତ ପ୍ରେମଭକ୍ତି ବ୍ରହ୍ମଗୀତା ]

୨. କଳରେ ଚାଳିତ ବିଞ୍ଚଣା ସଦୃଶ ଶାଖାଯୁକ୍ତ ବା ବିସ୍ତୃତ ବସ୍ତୁବିଶେଷ —୨. The fan of a machine; fly-wheel of a machine.

[ ଦ୍ର—ଏହି ବିଞ୍ଚିଣି ଅତି ଦ୍ରୁତ ଗତିରେ ବୁଲୁଥିବାରୁ କୌଣସି ବ୍ୟକ୍ତିର କାର୍ଯ୍ୟ କରିବାରେ କ୍ଷିପ୍ରତାକୁ ବିଞ୍ଚଣିର ଗତି ସଙ୍ଗେ ତୁଳନା କରାଯାଏ; ଯଥା—କହିଦେଲା ମାତ୍ରକେ ସେ ବିଞ୍ଚିଣି ପରି କାମ କରୁଛି ]

୩. କଳ ଚାଳିତ ପଂଖା —୩. Fan worked by machine; machine; machine-driven fan
୪. ବିଞ୍ଚିଣି ମହୁମାଛି (ଦେ) —୪. Bin̄chiṇi mahumāchhi (See)