ବାଞ୍ଚିବା
ଦେଖଣା
ବାଞ୍ଚିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଞ୍ଚିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ବୀଜ୍ ଧାତୁ)
[ସମ୍ପାଦନା]- ୧. ବ୍ୟଜନ ଚାଳନ କରିବା — ୧. To fan.
[ ଉ—ବିଞ୍ଚଣାରେ ବିଞ୍ଚି ଇଡ଼ିଲେ ଘୃତ ନେଇ, ନ ଜଳିଲେ ଅଗ୍ନି ଦେବତା ଦୁଃଖୀ ହୋଇ କୃଷ୍ଣସିଂହ. ମହାଭାରତ ଶାନ୍ତି ]
- ୨. ବିଞ୍ଚିବା; ଭୂମିରେ ବୁଣିବା; ଇତସ୍ତତଃ ବୁଣିଦେବା — ୨. To scatter on the ground.
[ ଉ—ଜଗତୀ ଅଟ୍ଟାଳି ଆରୋହି, ପୁଷ୍ପ ବିଞ୍ଚନ୍ତି କୃଷ୍ଣ ଚାହିଁ ଜଗନ୍ନାଥ. ଭାଗବତ ]
- ୩. ବପନ କରିବା —୩. To sow.
[ ଉ—ଖେଦ ବୀଜ ନିଜ ହୃଦକେଦାରେ ବିଞ୍ଚିଲୁରେ କବିସୂର୍ଯ୍ୟ. କିଶୋରୀଚମ୍ପୂ, ଖ ଗୀତ]
- ୪. ବିଛେଇବା; ପ୍ରସାରିତ କରିବା —୪. To spread.
[ ଉ—ବିଞ୍ଚିପଲ୍ଲବ ନାବରେ ପଦବିକଳ୍ପି ମନରେ, ପ୍ରତିହାରୀ ପରିରେ ମଣାଇ ବସାଇ ଭଞ୍ଜ. ବୈଦେହୀଶବିଳାସ ]