Jump to content

ବାଞ୍ଛା

ଉଇକିଅଭିଧାନ‌ରୁ

ବାଞ୍ଛା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବାଞ୍ଛ ଧାତୁ +ଭାବ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]

ଅଭିଳାଷ ଇଚ୍ଛା —Desire.


(ବାଞ୍ଛି, ବାଞ୍ଛୁ—ଆଦରାର୍ଥକରୂପ)

=== ଦେଶଜ - ବି—(ଅନାଦରାର୍ଥକ)

ବାଞ୍ଛାନିଧି ନାମକ ବ୍ୟକ୍ତିର ଡାକ ନାମ —Name by which Bān̄chhānidhi is called.



ବାଞ୍ଛା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବାଞ୍ଛାପଣ—ବି)

(ବାଂଝ—ଅନ୍ୟରୂପ)

ବାଞ୍ଜ ବାଞ୍ଝ ବାଞ୍ଜ

ଦେଶଜ - ବିଶେଷଣ - (ସଂସ୍କୃତ - ବନ୍ଧ୍ୟ; ପ୍ରା; ବଂଝ; ବାଂଝ)

[ସମ୍ପାଦନା]
୧. ଅନୁର୍ବର— ଅଫଳପ୍ରସୁ — ୧. Unproductive; sterile.

ମଙ୍ଗରାଜଙ୍କ ଟଙ୍କାଟା କି ବାଞ୍ଛ? ଫକୀରମୋହନ, ଛମାଣଆଠଗୁଣ୍ଠ

୨. ଅଫଳନ୍ତୀ (ଗଛ) —୨. Unfruitful (tree).
୩. (ସ୍ତ୍ରୀ) ବନ୍ଧ୍ୟା (ସ୍ତ୍ରୀ) —୩. Barren (woman).

ବାଞ୍ଛ ମାଇପର କି ସମ୍ପତ୍ତ, ସିନ୍ଦୁର ଫରୁଆ କଳକପାତି—ଢଗ

୪. (ପୁଂ) ଯେଉଁ ପୁରୁଷର ସନ୍ତାନୋତ୍ପାଦିକା ଶକ୍ତି ନାହିଁ; ସନ୍ତାନୋତ୍ପାଦନାକ୍ଷମ (ପୁରୁଷ) — ୪. (a male) Having no power of procreation.

[ଦ୍ରଷ୍ଟବ୍ୟ —ଞ୍ଜ+ଝକୁ ଗଞ୍ଜାମ ଅଞ୍ଚଳରେ ଝ ଲେଖନ୍ତି; ଓଡ଼ିଶାରେ କେହି କେହି ଞ୍ଜ, ଞ୍ଝ ଲେଖନ୍ତି]