Jump to content

ବାଞ୍ଛାକଳ୍ପତରୁ

ଉଇକିଅଭିଧାନ‌ରୁ

ବାଞ୍ଛାକଳ୍ପତରୁ

ଉଚ୍ଚାରଣ

[ସମ୍ପାଦନା]

[ବାଞ୍ଛାଦ୍ରୁମ, ବାଞ୍ଛାବଟ—ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀତତ; ବାଞ୍ଛା+କଳ୍ପତରୁ)

[ସମ୍ପାଦନା]
୧. ଭକ୍ତର ବାସନା ପୁରଣକାରୀ ପୌରାଣିକ କଳ୍ପବୃକ୍ଷ —୧. The mythological banyan tree which fulfils people's desires; the wish-yielding tree.
୨. ବିଷ୍ଣୁଙ୍କ ନାମ —୨. A name of Bishṇu.