Jump to content

ବାଞ୍ଛିବା

ଉଇକିଅଭିଧାନ‌ରୁ

ବାଞ୍ଛିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ପଦ୍ୟ) (ସଂସ୍କୃତ - ବାଞ୍ଛଧାତୁ)

[ସମ୍ପାଦନା]
୧. ବାଞ୍ଛା କରିବା; ଅଭିଳାଷ କରିବା —୧. To wish; to desire.
୨. ପାଇବାକୁ ଇଚ୍ଛାକରିବା; ମନାସିବା — ୨. To desire to get, to wish for.

ଗର୍ବ ହୋଇ ସୁରତରୁ କୁସୁମ ବାଞ୍ଛିଲୁରେ—କବିସୂର୍ଯ୍ୟ କିଶୋରୀଚମ୍ପୁ ଖ ଗୀତ