Jump to content

ବାଞ୍ଝା ପୁଆତୀ

ଉଇକିଅଭିଧାନ‌ରୁ

ବାଞ୍ଝା ପୁଆତୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବନ୍ଧ୍ୟା+ପୁତ୍ରବତୀ)

[ସମ୍ପାଦନା]
୧. ବନ୍ଧ୍ୟାନାରୀର ବହୁଦିନ ପରେ ପୁତ୍ରଲାଭ — ୧. The birth of a son to a hitherto sterile woman.
୨. ବହୁକାଳପରେ ସନ୍ତାନ ଲାଭ କରିଥିବା ନାରୀ — ୨. A woman who has been blessed with a son after a long period of sterility.