Jump to content

ବାଞ୍ଝ୍ ବରଡୀ

ଉଇକିଅଭିଧାନ‌ରୁ

ବାଞ୍ଝ୍ ବରଡୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବାଞ୍ଝୀ ବରଡୀ, ବାଞ୍ଝୀ ବରଡିଆ, ବାଞ୍ଝ ବରଡିଆଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ. (ସହଚର)

[ସମ୍ପାଦନା]
୧. ବନ୍ଧ୍ୟା — ୧. Barren.

ବାଞ୍ଝ ବରଡୀ ହେବା କି ଉଣା ପାପ? ଫକୀରମୋହନ, ଛମାଣଆଠଗୁଣ୍ଠ

୨. ଥରେ ସନ୍ତାନ ଜନ୍ମ କରିବା ପରେ ବହୁକାଳ ହେଲା ବନ୍ଧ୍ୟା; କାକବନ୍ଧ୍ୟା — ୨. (a woman) Who has become starile after giving birth to one child.
୩. (ଦ୍ୱନ୍ଦ) ବନ୍ଧ୍ୟା ଓ ବସ୍କୟଣୀ (ଗାଭୀ ଗଣ) — ୩. Sterile cow and cow which calved long ago.

(ଯଥା—ରାମ ବେହେରାର ଗୋଠରେ ଆଗେ ଶହ ଶହ ଦୁଧିଆଳୀ ଗାଈ ଥିଲେ; ଏବେ ତାର ବାଞ୍ଝ ବରଡୀ ହୋଇ ୮୧:ଟି ଗାଈ ଅଛନ୍ତି)