ବାଟାଳିଆ
ଦେଖଣା
ବାଟାଳିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବିଟାଳୀ, ବିଟାଳେଈସ୍ତ୍ରୀ
ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ବିଟାଳ)
[ସମ୍ପାଦନା]- ୧. ଉଦରଜ୍ୱାଳା ନିବାରଣାର୍ଥ ଯେ ବିଜାତୀୟ ବ୍ୟକ୍ତି ଘରେ ଅନ୍ନ ଭୋଜନ କରି ଜାତି ହରାଏ; ବିକଳା — ୧. (a person) Who loses his caste on account of dining in the house of persons. of lower caste to satisfy the pangs of hunger.
- ୨. ଉଦରଜ୍ୱାଳାରେ ହିତହିତ ଜ୍ଞାନଶୂନ୍ୟ —୨. Devoid of all sense of proportion on account of hunger.
- ୩. ଅଜା— ତିଆ; ଜାତିଚ୍ୟୁତ —୩. Outcasted; excommunicated.
- ୪. ଅପବିତ୍ର; ଅନାଚାର ଯୋଗୁଁ ଅପବିତ୍ର — ୪. Made impure on account of doing forbidden acts.
- ୫. ଦାରିଦ୍ର୍ୟ; ଅତି ଦରିଦ୍ରତା ଯୋଗୁଁ ନିର୍ଲଜ୍ଜ —୫. Shameless through poverty.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ଖାଦ୍ୟ ଖାଇଲେ ଜାତି ନଷ୍ଟ ହୁଏ — The food which makes a man lose his caste if taken.