Jump to content

ବାଟିଆ

ଉଇକିଅଭିଧାନ‌ରୁ

ବାଟିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାଟ)

[ସମ୍ପାଦନା]
୧. ବାଟୋଇ; ପଥିକ —୧. Way farer.
୨. ଅଡ଼ୁଆ —୨. Complication.
୩. ଦୁର୍ନାମ; କଳଙ୍କ; ବଦ୍ନାମ —୩. Stain; bad name.
୪. ଗୁରୁ ଦାୟିତ୍ୱ —୪. Grave responsiblity.

(ଯଥା—ନିଜହାତରେ ତହବିଲ ରଖିଲେ ଦିନେ ହେଲେ ବାଟିଆ ଲାଗିବ)

୫. ବିଲରେ ହଳ ବୁଲାଇବା ବେଳେ ଲଙ୍ଗଳ ମୁଣ୍ଡାର ଦୁଇପକ୍ଷିରେ ଯେଉଁ କାଦୁଆ ମାଟି ପୁଳାମାନ ଲାଖିଯାଏ (ଏ ସବୁକୁ ହଳିଆ ଗୋଡ଼ଦ୍ୱାରା ଲଙ୍ଗଳଦେହରୁ ଛଡ଼ାଇ ଦେଉଥାଏ ଏବଂ ଆଉ ଜଣେ ଲୋକ ସେଗୁଡ଼ିକୁ ଲଙ୍ଗଳତଳରୁ ଉଠାଇ ଛୋଟ ଛୋଟ ପୁଳା କରି କିଆରିର ଚାରିଆଡ଼େ ଖେଳାଇ କିର ଫିଙ୍ଗୁ ଥାଏ) —୫. Clods of clay clinging to the wings of a plough during the pudding operation.