Jump to content

ବାଟିଆ ମାଡ଼ିବା

ଉଇକିଅଭିଧାନ‌ରୁ

ବାଟିଆ ମାଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ହଳିଆ ହଳର ଦୁଇ ପକ୍ଷରୁ ଗୋଡ଼ଦ୍ୱାରା ଛଡ଼ାଇଥିବା କାଦୁଅପୁଳାମାନ (ହଳିଆର ସଙ୍ଗୀ) ବିଲରେ ଖେଳାଇ କରି ଚାରିଆଡ଼େ ପକାଇବା — To scatter over the paddy field the clods of clay clinging to the wings of a plough during puddling.