Jump to content

ବାଟିଆ ଲଗାଇବା

ଉଇକିଅଭିଧାନ‌ରୁ

ବାଟିଆ ଲଗାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ବ୍ୟକ୍ତିଠାରେ କଳଙ୍କାରୋପ ବା ଦୋଷାରୋପ କରିବା — ୧. To accuse a person; to lay the blame on a person.
୨. କୌଣସି ବ୍ୟକ୍ତିକୁ ଅଡ଼ୁଆରେ ପକାଇବା —୨. To put a man to inconvenience or complications.