Jump to content

ବାଟିକା

ଉଇକିଅଭିଧାନ‌ରୁ

ବାଟିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବଟ୍ ଧାତପ=ବେଷ୍ଟନ କରିବା+ ଇକ+ ସ୍ତ୍ରୀ. ଆ)

[ସମ୍ପାଦନା]
୧. ଛୋଟ ଘର —୧. A small house.
୨. ବାଡ଼ି; ଛୋଟ ଫଳବଗିଚା —୨. Small orchard.
୩. ବସ୍ତୁ — ୩. The site of a house (Apte).