ବାଟିବା
ଦେଖଣା
ବାଟିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ଉତ୍ ଉପସର୍ଗ ବୃତ୍ ଧାତୁ ବା ବଟ୍ ଧାତୁ=କ୍ଷୁଦ୍ର ବିଭାଗ କରିବା)
[ସମ୍ପାଦନା]ଘନପଦାର୍ଥକୁ ଶିଳରେ ଜଳଯୋଗରେ ପେଷଣ କରି ପିଠଉ ପରି କରିବା; ପେଷିବା —To grind a hard substance to pulp; to bruise.
[ଦ୍ରଷ୍ଟବ୍ୟ —ଶିଳ ଓ ଶିଳପୁଆ ସାହାର୍ଯ୍ୟରେ ବାଟିବାକୁ ହୁଏ; ମାତ୍ର କୁଣ୍ଡୀବାଡ଼ି ବା ଖଲପୁଆଦ୍ୱାରା ଘୋଟିବାକୁ ହୁଏ]