Jump to content

ବାଟୁଳା

ଉଇକିଅଭିଧାନ‌ରୁ

ବାଟୁଳା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର୍ତ୍ତୁଳ)

[ସମ୍ପାଦନା]
୧. ଗୋଳକ —୧. A globe.
୨. ପେଣ୍ଡୁ —୨. Ball.
୩. ଅନ୍ନାଦିର ଗୋଲାକାର ପିଣ୍ଡ —୩. Boiled rice etc made into a ball.
୪. କଠାଉର ଚୁଳି ଉପରେ ଥିବା ଗୋଳକ — ୪. The ball-like top of the pin of a wooden sandal.