ବାଟୁଳି
ଦେଖଣା
ବାଟୁଳି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର୍ତ୍ତୁଳ; ତୁଳ. ଫାରାସୀ - ଗିଲୁଲ୍= ବାଟୁଳି ଖଡ଼ା)
[ସମ୍ପାଦନା]ଧନୁକାଦି ସାହାଯ୍ୟରେ ଦୂରକୁ ନିକ୍ଷିପ୍ତ ହେବା ଲୁହାର ବା ମାଟିର ଗୋଟାଳି —Small iron or earthen balls or pellets shots from a sling or bow.
ହସ୍ତେ ଶାର୍ଙ୍ଗଧନୁ ପୁଷ୍ଠେ ନିସଙ୍ଗେ ପୂରିତ ଅଭାତି—ମାରଣ—ପଟୁ ଆୟସ ବାଟୁଳି—ରାଧାନାଥ ମହାଯାତ୍ରା