ବାଟୁଳି ଖଡ଼ା
ଦେଖଣା
ବାଟୁଳି ଖଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଟୁଳି ଖଡ଼ା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବାଟୁଳି ନିକ୍ଷେପ କରିବାରେ ବ୍ୟବହୃତ ବାଉଁଶ ନିର୍ମିତ ଓ ଗୁଣଯୁକ୍ତ ଧନୁକାକୃତି ଅସ୍ତ୍ରବିଶେଷ — A bow used in shooting iron or earthen pellets.
ସେ ଧନ କିଛି ଗୋଟାଏ ସାମାନ୍ୟ ବାଟଳିଖଡ଼ା ନୁହେଁ— ନୀଳକଣ୍ଠ ପିଲାଙ୍କ ରାମାୟଣ