Jump to content

ବାଟେଣା

ଉଇକିଅଭିଧାନ‌ରୁ

ବାଟେଣା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର୍ତ୍ତନ=ବାଟିବା)

[ସମ୍ପାଦନା]

ତରକାରିରେ ଦିଆଯିବା ପାଇଁ ବଟା ହେବା ମସଲା — Spices ground for being mixed with curry.

ଲୁଗା ପଟା ଧୋଉଁ ବାଟଣା ବାଟୁଁ ଲିପା ତୋର କରୁଁ ପରିବା କାଟୁଁ— ଭିକାରୀ ରତ୍ନମାଳୀ