Jump to content

ବାଟ ଓଳେଇବା

ଉଇକିଅଭିଧାନ‌ରୁ

ବାଟ ଓଳେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ଓଳାଇ କରି ବାଟ ସଫା କରିବା — ୧. To sweep a path clean.
୨. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ ପାଇଁ ଉପାୟ ସ୍ଥିର କରିବା —୨. To settle means to achieve an object.