ବାଟ କଢେଇବା
ଦେଖଣା
ବାଟ କଢେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଟ କଢେଇବା
|
[ବାଟ ଦେଖା(ଖେ)ଇବା—ଅନ୍ୟରୂପ]
ଦେଶଜ - କ୍ରି.
[ସମ୍ପାଦନା]- ୧. କୌଣସି ବ୍ୟକ୍ତିକୁ ପଥ ପ୍ରଦର୍ଶନ କରିବା — ୧. To lead the way.
- ୨. ଗନ୍ତବ୍ୟ ପଥ ଚିହ୍ନାଇବା ୨. To show the way.
- ୩. ଆଗେ ଆଗେ ଯିବା — ୩. To go ahead.