ବାଟ ଖରଚ
(ବାଟ ଖର୍ଚ—ଅନ୍ୟରୂପ)
ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ବ୍ୟକ୍ତି ଯାତାୟାତ କରିବାପାଇଁ ଓ ଭୋଜନ ଆଦି ପାଇଁ ଯେଉଁ ବ୍ୟୟ କରନ୍ତି — Travelling expenses.