Jump to content

ବାଟ ଘର

ଉଇକିଅଭିଧାନ‌ରୁ

ବାଟ ଘର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଯେଉଁ ଘର ଭିତର ଦେଇ ଅଗଣାରୁ ପଦାକୁ ଯିବାର ରାସ୍ତା ଥାଏ ଏବଂ ଯେଉଁ ବାଟେ ଲୋକେ ଅଗଣା ମଧ୍ୟକୁ ଯିବା ଆସିବା କରନ୍ତି —୧. A house which is used by people for going out of and coming into a court-yard.
୨. କୌଣସି ସ୍ଥାନକୁ ଯିବାର ଅଧବାଟରେ ଥିବା ଘର — ୨. A house situate midway.
୩. ରାସ୍ତାକୁ ଲାଗି ଥିବା ଗୃହ; ରାସ୍ତା ନିକଟରେଥିବା ଘର —୩. A house adjoining the road; wayside house.

ବାଟଘର ଖଣ୍ଡି ଅଛୁଆଁ କର ତେବେ ରଜା ରାଇଜରେ କରିବୁ ଘର—ଢଗ

୪. (ଲକ୍ଷଣାର୍ଥ) ସର୍ବଦା ଯିବା ଆସିବା ସ୍ଥାନ — ୪. (fig) A place of constant resort.