Jump to content

ବାଟ ଘଷ

ଉଇକିଅଭିଧାନ‌ରୁ

ବାଟ ଘଷ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଏ ଦିନ ଉତ୍ସବକର୍ତ୍ତାକ ଗୃହରେ ବଟା ଘଷା ପ୍ରଧାନ କାର୍ଯ୍ୟ ଥିବାରୁ)

[ସମ୍ପାଦନା]

ବିବାହ ବା ବ୍ରତର ପୂର୍ବ ଦିନର ପୂର୍ବ ଦିବସ — Last but one day before a marriage or Upanayana ceremony.

କାଲି ଯେ ବାଟଘଷ ପିଠୋଇ ଗୋଳ ପଅରି ଦିନ ହେବ ମଙ୍ଗଳ ଘର ପୀତାମ୍ୱର, ଛନ୍ଦ କଞ୍ଚନବତୀ