ବାଟ ଛାଡିବା
ଦେଖଣା
ବାଟ ଛାଡିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଟ ଛାଡିବା
|
(ବାଟ ଛାଡ଼ି ଦେବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପ୍ରକୃତ ପଥ ତ୍ୟାଗ କରି ଅବାଟରେ ଯିବା — ୧. To take a wrong path.
- ୨. କୌଣସି ବ୍ୟକ୍ତିର ବାଟରେ ଯିବା ସକାଶେ ତାକୁ ବାଟର କେତେକ ଅଂଶ ଛାଡି ଦେବା — ୨. To give a person road enough to pass; to make a way for another.
ସେ ହଗ ନାହିଁ କି ବାଟ ଛାଡୁ ନାହିଁ—ଢଗ