ବାଟ ଛାପୁଲି
ଦେଖଣା
ବାଟ ଛାପୁଲି
ଉଚ୍ଚାରଣ
[ସମ୍ପାଦନା](ବାଟ ଛାଲି—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କପୋତ ଜାତୀୟ ଏକ ପ୍ରକାର ଛୋଟ ଚଢେଇ — A kind of dove-like bird.
[ଦ୍ରଷ୍ଟବ୍ୟ —ଏମାନେ ପାରାଠାରୁ ଛୋଟ; ଯୋଡ଼ି ଯୋଡ଼ି ହୋଇ ରହନ୍ତି ଏମାନଙ୍କ ଦେହ ମାଟିଆ ବର୍ଣ୍ଣ ଏବଂ ଖୁବ ଛୋଟ ଏମାନେ ସନ୍ଧ୍ୟା ବେଳେ ମନୁଷ୍ୟ ଯିବା ବାଟରେ ବସି ଥାଆନ୍ତି ଏବଂ ଏମାନଙ୍କ ବର୍ଣ୍ଣ ମାଟି ସଙ୍ଗେ ମିଶିଯିବାରୁ ଏମାନେ ଭୂମିରୁ ବାରି ହୁଅନ୍ତି ନାହିଁ; ମନୁଷ୍ୟ ଏମାନଙ୍କ ପାଖରେ ପହଞ୍ଚିଲା ମାତ୍ରକେ ଫରକିନା ଉଡି ଯାଆନ୍ତି ପଥିକ ହଠାତ ଏହା ଦେଖି ଛାନିଆ ହୋଇଯାଏ]