Jump to content

ବାଟ ପାଡ଼ି

ଉଇକିଅଭିଧାନ‌ରୁ

ବାଟ ପାଡ଼ି

ଉଚ୍ଚାରଣ

[ସମ୍ପାଦନା]

(ବାଟ ପଡ଼ା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ବାଟ+ ପତନ)

[ସମ୍ପାଦନା]
୧. ଡକାଇତି; ରାଜ ଦାଣ୍ଡରେ ଦସ୍ୟୁ ବୃତ୍ତି —Highway robbery.

ଏ କାଳରେ ଯେ ଚୋରି କଲା, ବାଟପାରି ଲା ତାରି ତ ବଢ଼ନ୍ତି— ଭିକାରୀ କଟକ ବିଜୟ

୨. ଡକାଇତ; ଯେ ରାଜଦଣ୍ଡରେ ପଥିକମାନଙ୍କୁ ଆକ୍ରାମଣରେ —୨. Highwayman.