Jump to content

ବାଟ ବରଣ

ଉଇକିଅଭିଧାନ‌ରୁ

ବାଟ ବରଣ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବରପାତ୍ର ବିବାହ କରିବାକୁ କନ୍ୟାଘରକୁ ଆସିବା ସମୟରେ କନ୍ୟା କର୍ତ୍ତାଙ୍କର ତାହାଙ୍କୁ ଖଣ୍ଡଦୂରକୁ ବରଣ କରି ଆଣିବା କର୍ମ —The ceremony of the bride's father formally meeting the coming bridegroom and welcoming him to the marriage alter.

ଆସ ପାତ୍ରେ! ବରକୁ ବାଟବରଣ କରି ନିଅ ଫକୀରମୋହନ ଗଳ୍ପସ୍ୱଳ୍ପ