ବାଟ ଭାଙ୍ଗିବା
ଦେଖଣା
ବାଟ ଭାଙ୍ଗିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଟ ଭାଙ୍ଗିବା
|
(ବାଟ କାଟିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବାଟରୁ ଏକ ପାଖିଆ ହୋଇଯିବା — ୧. To go by moving to aside.
- ୨. ବାଟରେ କୌଣସି ପ୍ରତିବନ୍ଧକ ଥିବାର ଦେଖି ଖଣ୍ଡଦୂର ଆଗୁ ସେ ବାଟ ଛାଡ଼ି ଅନ୍ୟ ବାଟେ ଯିବା — ୨. To alter one's course to evade an obstruction.