ବାଟ ମଙ୍ଗଳା
ଦେଖଣା
ବାଟ ମଙ୍ଗଳା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବେଢ଼ା ମଧ୍ୟରେ ଉତ୍ତର ଦୁଆର ପାଖେ ଥିବା ଦେବୀ — ୧. An idol of a Goddess near the north gate inside the compound of the Jagannath temple at Puri.
- ୨. ସ୍ତ୍ରୀ ଲୋକମାନେ ଚୈତ୍ର ମାସର ମଙ୍ଗଳବାରମାନଙ୍କରେ ଗ୍ରାମ ଦାଣ୍ଡରେ ଗାତ ଖୋଳି ତହିଁରେ ପଣା, ଉଖୁଡ଼ା ଆଦି ରଖି ଯେଉଁ ଠାକୁରାଣୀଙ୍କୁ ପୂଜା କରନ୍ତି —୨. A popular Goddess worshipped by females in a hole dug on the village road on the Tuesdays of the month of Ch&aline;i̱tra.