Jump to content

ବାଟ ମାରଣା

ଉଇକିଅଭିଧାନ‌ରୁ

ବାଟ ମାରଣା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବାଟମାରୁ, ବାଟମାରୁଆ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପଥ ଦସ୍ୟୁ; ଯେ ରାସ୍ତା ଘାଟରେ ପଥିକମାନଙ୍କଠାରୁ ଲୁଟ ପାଟ ରି ଧନ ଆଦି ଛଡ଼ାଇ ନିଅନ୍ତି ବା ସେମାନଙ୍କୁ ମାରି ପକାନ୍ତି — ୧. Highwayman; robber.
୨. ଡକାଏତ —୨. Dacoit.