Jump to content

ବାଟ ମାରିବା

ଉଇକିଅଭିଧାନ‌ରୁ

ବାଟ ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପଥକୁ କଣ୍ଟା ଆଦି ପୋତ ବନ୍ଦ କରି ଦେବା
୨. (ଲକ୍ଷଣାର୍ଥ) ଜଣେ ବ୍ୟକ୍ତି କୌଣସି କାର୍ଯ୍ୟ କରିବାକୁ ବସିଥିଲେ ତାର କରିବାର ଉପାୟ ବନ୍ଦ କରି ଦେବା